ଫଟୋରେ ଦେଖନ୍ତୁ ସ୍ନାନପୂର୍ଣ୍ଣିମାର ଝଲକ

Jun 29, 2026 - 08:56
ଫଟୋରେ ଦେଖନ୍ତୁ ସ୍ନାନପୂର୍ଣ୍ଣିମାର ଝଲକ

ସୋମବାର ଭୋର୍‌ ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇ ସକାଳ ୭ଟା ୨୯ ସୁଦ୍ଧା ଶେଷ ହୋଇଛି। ଏବେ ସ୍ନାମଣ୍ଡପରେ ଚତୁର୍ଦ୍ଧା ମୂରତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।