Cyclone Arnab Devastates Paddy: ଅର୍ଣ୍ଣବ ଉଜାଡ଼ି ଦେଲା ଧାନ ଓ ମକା ଫସଲ; ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ପରିବାର
ଅର୍ଣ୍ଣବ ଉଜାଡ଼ି ଦେଇଛି ହେକ୍ଟର ହେକ୍ଟର ଧାନ ଓ ମକା ଫସଲ l ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷାରେ ଡେଙ୍ଗିଣିପଦର ଓ କମଳାପୁରରେ ବ୍ୟାପକ ଧାନ ଓ ମକା ଫସଲ ନଷ୍ଟ ହୋଇଛି l ପାହାଡ଼ିଆ ପାଣି ଆସି ଧାନ କିଆରି ଉପରେ ପ୍ରବାହିତ ହେବା ଫଳରେ ପାଚିଲା ଧାନ ନଷ୍ଟ ହୋଇଛି, ସେପଟେ ମକା ଫସଲ ଉପରେ ପାଣି ଚାଲୁଛି l ତେବେ କିଭଳି ବାତ୍ୟା ଅର୍ଣ୍ଣବ୍ ପ୍ରଭାବରେ ଚାଷୀଙ୍କ ଫସଲ ନଷ୍ଟ ହୋଇଛି।
Advertisment ଅର୍ଣ୍ଣବ ଉଜାଡ଼ି ଦେଲା ଧାନ ଓ ମକା ଫସଲ ଡେଙ୍ଗିଣିପଦର ଓ କମଳାପୁରରେ ଫସଲ ନଷ୍ଟ ଫସଲ ଜମିରେ ପ୍ରବାହିତ ହେଉଛି ବନ୍ୟାପାଣି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ପରିବାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।