Gang-Rape Case: ନାବାଳିକା ଗଣଦୁଷ୍କର୍ମ ମାମଲା, ଦୁଇ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ

Sep 03, 2026 - 20:12
Gang-Rape Case: ନାବାଳିକା ଗଣଦୁଷ୍କର୍ମ ମାମଲା, ଦୁଇ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଜଣଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍। ଝାରସୁଗୁଡ଼ାର ୨୦୨୪ ମସିହା ଓରିଏଣ୍ଟ ନାବାଳିକା ଗଣଦୁଷ୍କର୍ମ ମାମଲାରେ ହେଲା ଦଣ୍ଡାଦେଶ। ୨ ଦୋଷୀ ପ୍ରେମ ସୁନା ଓ ଆକାଶ ସିନ୍ଦ୍ରିଆଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ। ଉଭୟଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଶୁଣାଇଲେ ଝାରସୁଗୁଡ଼ା ପୋକ୍ସୋ କୋର୍ଟ। ଅଟୋରେ ଘରକୁ ଛାଡ଼ି ଦେବାକୁ କହି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ଦୁଇ ଦୋଷୀ।... 

ଝାରସୁଗୁଡ଼ା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ
୨ ଦୋଷୀ ପ୍ରେମ ସୁନା ଓ ଆକାଶ ସିନ୍ଦ୍ରିଆଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ
ଉଭୟଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ଝାରସୁଗୁଡ଼ା ପୋକ୍ସୋ କୋର୍ଟ
ଅଟୋରେ ଘରକୁ ଛାଡ଼ି ଦେବାକୁ କହି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।